ମହାରାଷ୍ଟ୍ରରେ କରୋନା ଅନିୟନ୍ତ୍ରିତ: ପୁଣେରେ ମାର୍ଚ୍ଚ ୧୪ ଯାଏଁ କର୍ଫ୍ୟୁ, ଶିକ୍ଷାନୁଷ୍ଠାନ ବନ୍ଦ

ମୁମ୍ବାଇ : ମହାରାଷ୍ଟ୍ରରେ ଏବେ କୋଭିଡ୍‌ ସଂକ୍ରମଣ ପୁଣି ଅନିୟନ୍ତ୍ରିତ ହୋଇପଡ଼ିଛି। ଲଗାତାର ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି ଏବଂ ରାଜ୍ୟରେ ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ସ୍ଥିତି ଉଦ୍‌ବେଗଜନକ ହେଉଛି। ଅମରାବତୀ ପରେ ଏବେ ହିଙ୍ଗୋଲିରେ ସଂକ୍ରମଣ ବଢ଼ୁଥିବାରୁ ସେଠାରେ ମାର୍ଚ ୭ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ନାଗପୁରରେ ମଧ୍ୟ ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ନୂଆ କଟକଣା ଲାଗୁ ହୋଇଛି। ଭିଡ଼ ନ କରିବାକୁ … Continue reading ମହାରାଷ୍ଟ୍ରରେ କରୋନା ଅନିୟନ୍ତ୍ରିତ: ପୁଣେରେ ମାର୍ଚ୍ଚ ୧୪ ଯାଏଁ କର୍ଫ୍ୟୁ, ଶିକ୍ଷାନୁଷ୍ଠାନ ବନ୍ଦ